ସୁବ୍ରତଙ୍କ ଚେନ୍ନାଇ ଗସ୍ତ

ଭୁବନେଶ୍ୱର: ଓଡ଼ିଶାର ଶ୍ରେଷ୍ଠ ସ୍ନକର ଖେଳାଳି ସୁବ୍ରତ ଦାସ ଶୁକ୍ରବାର ଚେନ୍ନାଇ ଗସ୍ତ କରିଛନ୍ତି। ଶନିବାରଠୁ ଚେନ୍ନାଇରେ ଆରମ୍ଭ ହେବାକୁଥିବା ସପ୍ତମ ୬ରେଡ୍‌ ସ୍ନକର ପ୍ରତିଯୋଗିତାରେ ସେ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିିିତାର ମୁଖ୍ୟ ପର୍ଯ୍ୟାୟରେ ପହଞ୍ଚିବାକୁ ହେଲେ ସୁବ୍ରତଙ୍କୁ ଯୋଗ୍ୟତା ପର୍ଯ୍ୟାୟରେ ଅତିକମ୍‌ରେ ୩ ବିଜୟ ଦରକାର।

ସମ୍ବନ୍ଧିତ ଖବର