ସଫଳ ସଲୀଳା

ଭୁବନେଶ୍ୱର : ହାଇଦ୍ରାବାଦଠାରେ ଅନୁଷ୍ଠିତ ସର୍ବଭାରତୀୟ ଖଣି ଖେଳରେ ଓଡ଼ିଶାର ସଳୀଳା ଦାଶ ପାଞ୍ଚଟି ପୁରସ୍କାର ଲାଭ କରିଛନ୍ତି। ଭୁବନେଶ୍ୱର ଆଞ୍ଚଳିକ ଭାରତୀୟ ଖରିବ୍ୟୁରୋ କାର୍ଯ୍ୟାଳୟରେ କାମ କରୁଥିବା ସଲୀଳା ଏଥିସହ ରାଜ୍ୟର ସମ୍ମାନ ବଢ଼ାଇଛନ୍ତି। ଏହାଛଡ଼ା ମହେଶ୍ୱର ମିଶ୍ର ଚେସ୍‌ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପଦକ ଜିତିଥିଲେ।

ସମ୍ବନ୍ଧିତ ଖବର