ସୁଦୀପଙ୍କ ୨ ଗୋଲ୍‌: ଭାରତ ୧୦-୦ରେ ଜିତିଲା

ବୁଏନସ୍‌ ଏରିସ୍‌: ଚଳିତ ଯୁବ ଅଲିମ୍ପିକ୍‌‌ କ୍ରୀଡ଼ାରେ ୧୮ ବର୍ଷରୁ କମ୍‌ ଭାରତୀୟ ୫ ଏ ସାଇଡ୍‌ ହକିରେ ୧୦-୦ ଗୋଲ୍‌ରେ ବାଂଲାଦେଶକୁ ହରାଇ ଅଭିଯାନ ଆରମ୍ଭ କରିଛି। ଏହି ମ୍ୟାଚ୍‌ରେ ଓଡ଼ିଆ ପୁଅ ସୁଦୀପ ଚିର୍ମାକ୍‌ (୧୧, ୧୭ ମିନିଟ୍‌), ବିବେକ ସାଗର ପ୍ରସାଦ (୯, ୧୮ ମିନିଟ୍‌) ଏବଂ ରବିଚନ୍ଦ୍ର ମୋଇରାଙ୍ଗଥାମ୍‌ (୧୧, ୧୭ ମିନିଟ୍‌) ଦୁଇଟି ସୁଦୀପ ‌ଦୁଇଟି ଲେଖାଏଁ ଏବଂ ଶିବମ୍‌ ଆନନ୍ଦ, ରାହୁଲ କୁମାର ରାଜଭର, ସଞ୍ଜୟ, ମନିନ୍ଦର ସିଂହ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର