କରୋନା ନେଲା ସ୍କ୍ବାସ୍ କିଂବଦନ୍ତି ଆଜମଙ୍କ ଜୀବନ

ଲଣ୍ଡନ୍: ବିଶ୍ବର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ସ୍କ୍ବାସ୍ ତାରକା ଆଜମ ଖାନ୍ କରୋନା ସଂକ୍ରମଣରେ ଜୀବନ ହରାଇଛନ୍ତି। ୯୫ ବର୍ଷୀୟ କରୋନା ସଂକ୍ରମଣ ହୋଇଥିଲା ବେଳେ ଲଣ୍ଡନର ଏକ ଡାକ୍ତରଖାନାରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ସେ ୪ ଥର ବ୍ରିଟିସ୍ ଓପନ୍ ଜିତିଥିଲେ। ୨୬ ବର୍ଷ ପର୍ଯ୍ୟନ୍ତ ସ୍କ୍ବାସ୍ ବିଷୟରେ କିଛି ଜାଣି ନଥିବା ଆଜମ ପରେ ଏହି ଖେଳରେ ଐତିହାସିକ ସଫଳତା ଲାଭ କରିଥି‌ଲେ। ଆଜମ ପାକିସ୍ତାନରେ ଜନ୍ମ ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର