ଭାରତର ସପ୍ତମ ଦିନ ସୂଚୀ

ଲନ୍‌ ବାଉଲ୍‌ସ: ପୁରୁଷ ଏକକ (କ୍ରିଷ୍ଣା ଖାଲ୍‌କୋ), ମହିଳା ପେୟାର୍‌ସ (ଭାରତ-ଦକ୍ଷିଣ ଆଫ୍ରିକା), ସମୟ: ଭୋର୍‌ ୪.୩୦। ମହିଳା ପେୟାର୍‌ସ (ଭାରତ-ନର୍ଦର୍ନ ଆୟର୍ଲାଣ୍ଡ୍‌), ସମୟ: ପୂର୍ବାହ୍ନ ୭.୩୦। ମହିଳା ଟ୍ରିପଲ୍‌ (ଭାରତ-କାନାଡା) ଏବଂ ପୁରୁଷ ଫୋର୍‌ (ଭାରତ-ଅଷ୍ଟ୍ରେଲିଆ), ସମୟ: ପୂର୍ବାହ୍ନ ୧୧.୩୦।
ସ୍କ୍ଵାସ୍‌: ପୁରୁଷ ଯୁଗଳ (ବିକ୍ରମ ମାଲ୍‌ହୋତ୍ରା/ରମିତ୍‌ ଟଣ୍ଡନ), ସମୟ: ଭୋର ୬.୩୦। ମହିଳା ଯୁଗଳ (ଦୀପିକା ପାଲିକଲ୍‌/ଜ୍ୟୋତ୍ସ୍ନା ଚିନାପ୍ପା), ସମୟ: ସକାଳ ୮ଟା। ମହିଳା ଯୁଗଳ (ଦୀପିକା ପାଲିକଲ୍‌/ଜ୍ୟୋତ୍ସ୍ନା ଚିନାପ୍ପା), ସମୟ: ଅପରାହ୍ନ ୧.୩୦। ମିଶ୍ରିତ ଯୁଗଳ (ଜ୍ୟୋତ୍ସ୍ନା ଚିନାପ୍ପା/ହରିନ୍ଦର ସାନ୍ଧୁ), ସମୟ: ଅପରାହ୍ନ ୩.୪୫।
ଟେବୁଲ୍‌ ଟେନିସ୍‌: ମହିଳା ଯୁଗଳ (ସୁତୀର୍ଥ ମୁଖାର୍ଜୀ/ପୂଜା ଶହଶ୍ରବୁଦ୍ଧେ), ସମୟ: ପୂର୍ବାହ୍ନ ୭.୨୦। ପୁରୁଷ ଯୁଗଳ (ଶରତ କମଲ୍‌/ସାଥୀୟାନ୍‌ ଗୁଣଶେକରନ୍‌), ସମୟ: ପୂର୍ବାହ୍ନ ୮ଟା। ପୁରୁଷ ଯୁଗଳ (ହର୍ମିତ୍‌ ଦେଶାଇ/ଶଙ୍କର ସେଟ୍ଟୀ), ସମୟ: ପୂର୍ବାହ୍ନ ୮.୩୦। ମିଶ୍ରିତ ଯୁଗଳ (ପୂଜା ଶହଶ୍ରବୁଦ୍ଧେ/ହର୍ମିତ୍‌ ଦେଶାଇ) ଏବଂ (ଶରତ କମଲ୍‌/ମୌମା ଦାସ), ସମୟ: ପୂର୍ବାହ୍ନ ୯.୦୫। ମିଶ୍ରିତ ଯୁଗଳ (ମନିକା ବାତ୍ରା/ସାଥୀୟାନ୍‌ ଗୁଣଶେକରନ୍‌, ଶଙ୍କର ସେଟୀ/ମାଧୁରିକା ପଟ୍‌କର), ସମୟ: ଅପରାହ୍ନ ୧୨ଟା। ପୁରୁଷ ଏକକ (ହର୍ମିତ୍‌ ଦେଶାଇ, ଶରତ କମଲ୍‌, ସାଥୀୟାନ୍‌ ଗୁଣଶେକରନ୍‌), ସମୟ: ଅପରାହ୍ନ ୧୨.୪୫। ମହିଳା ଏକକ (ମାଧୁରିକା ପଟ୍‌କର), ସମୟ: ଅପରାହ୍ନ ୧.୩୦, ମହିଳା ଏକକ (ମନିକା ବାତ୍ରା, ମୌମା ଦାସ), ସମୟ: ଅପରାହ୍ନ ୨.୪୫।
ମୁଷ୍ଟିଯୁଦ୍ଧ: ମହିଳା ୪୫-୪୮ କେଜି ସେମିଫାଇନାଲ୍‌ (ଏମ୍‌ସି ମେରିକମ୍‌), ସମୟ: ପୂର୍ବାହ୍ନ ୭.୩୨। ମହିଳା ୬୦ କେଜି କ୍ୱାର୍ଟର ଫାଇନାଲ୍‌ (ଏଲ୍‌ ସରିତା ଦେବୀ), ସମୟ: ପୂର୍ବାହ୍ନ ୮.୦୨। ପୁରୁଷ ୭୫ କେଜି କ୍ୱାର୍ଟର ଫାଇନାଲ୍‌ (ବିକଶ କୃଷ୍ଣନ୍‌), ସମୟ: ପୂର୍ବାହ୍ନ ୧୦.୦୨। ମହିଳା ୫୧ କେଜି କ୍ୱାର୍ଟର ଫାଇନାଲ୍‌ (ପିଙ୍କି ରାଣୀ), ସମୟ: ଅପରାହ୍ନ ୨.୦୨। ପୁରୁଷ ୬୦ କେଜି କ୍ୱାର୍ଟର ଫାଇନାଲ୍‌ (ମନୀଷ କୌଶିକ୍‌), ସମୟ: ଅପରାହ୍ନ ୩.୧୭।
ବ୍ୟାଡ୍‌ମିଣ୍ଟନ୍‌: ମହିଳା ଏକକ (ସାଇନା ନେହ୍ଵାଲ), ସମୟ: ଅପରାହ୍ନ ୧୨ଟା। ପୁରୁଷ ଏକକ (କିଦାମ୍ବି ଶ୍ରୀକାନ୍ତ), ସମୟ: ଅପରାହ୍ନ ୧୨.୪୫। ମହିଳା ଏକକ (ପିଭି ସିନ୍ଧୁ), ସମୟ: ଅପରାହ୍ନ ୧.୩୦। ମହିଳା ଏକକ (ଋତ୍ୱିକା ଗାଡେ), ସମୟ: ଅପରାହ୍ନ ୧.୪୫। ମିଶ୍ରିତ ଯୁଗଳ (ଭାରତ-ଇଂଲଣ୍ଡ), ସମୟ: ଅପରାହ୍ନ ୩ଟା। ମିଶ୍ରିତ ଯୁଗଳ (ଭାରତ-ଫିଜି), ସମୟ: ଅପରାହ୍ନ ୫.୧୫।
ଆଥ୍‌ଲେଟିକ୍ସ୍‌: ମହିଳା ଲମ୍ବ ଡିଆଁ (ନେଲିକାଲ୍‌ ନୀନା, ନୟନା ଜେମ୍‌ସ), ସମୟ: ଅପରାହ୍ନ ୨.୩୦। ପୁରୁଷ ଉଚ୍ଚ ଡିଆଁଁ ଫାଇନାଲ୍‌ (ତେଜସ୍ୱିନ୍‌ ଶଙ୍କର), ସମୟ: ଅପରାହ୍ନ ୩.୩୫। ମହିଳା ୪୦୦ ମିଟର ଫାଇନାଲ୍‌ (ହୀମା ଦାସ), ସମୟ: ଅପରାହ୍ନ ୫.୧୫।

ସମ୍ବନ୍ଧିତ ଖବର