ଥାଇଲାଣ୍ଡ୍‌ ପାରା ବ୍ୟାଡ୍‌ମିଣ୍ଟନ୍‌ ପାଇଁ ଓଡ଼ିଶାରୁ ୪

ଭୁବନେଶ୍ୱର: ଥାଇଲାଣ୍ଡ୍‌ ପାରା ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଓଡ଼ିଶାରୁ ୪ ଜଣ ଖେଳାଳି ଭାଗ ନେବେ। ସେମାନେ ହେଲେ ପ୍ରମୋଦ ଭଗତ, ଦିଲେଶ୍ୱର ରାଓ, ଦୀପରଂଜନ ବିଶୋଇ ଏବଂ ସୁନିଲ ପ୍ରଧାନ। ସମସ୍ତ ଖେଳାଳି ଏକକ, ଯୁଗଳ ଏବଂ ମିଶ୍ରିତ ଯୁଗଳରେ ଭାଗନେବେ। ଏହି ପ୍ରତିଯୋଗିତା ଥାଇଲାଣ୍ଡ୍‌ର ବ୍ୟାଙ୍କକ୍‌ସ୍ଥିତ ହୁଆମାକ୍‌ ବ୍ୟାଡ୍‌ମିଣ୍ଟନ୍‌ ଇଣ୍ଡୋର ହଲ୍‌ରେ ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ଖେଳାଯିବ।

ସମ୍ବନ୍ଧିତ ଖବର