ସେଣ୍ଟ ଜାଭିୟର୍ସକୁ ସିଲ୍ଡ୍‌

ଭୁବନେଶ୍ୱର: ଗଣତନ୍ତ୍ର ଦିବସ ଅବସରରେ ଅନୁଷ୍ଠିତ ପରେଡ୍‌ ପ୍ରତିଯୋଗିତାରେ ସେଣ୍ଟ ଜାଭିୟର୍ସ,ଖଣ୍ଡଗିରିର ଛତ୍ରୀ ଦଳ ବିଜେତା ଆଖ୍ୟା ଅର୍ଜନ କରିଥିଲା। ସେଥିନେଇ ୭୨ତମ ସ୍ୱାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦ୍ୟାଳୟର ଛାତ୍ରୀ ଦଳକୁ ସିଲ୍ଡ ପ୍ରଦାନ କରି ସମ୍ମାନିତ କରିଥିଲେ। ଏଥିନେଇ ବିଦ୍ୟାଳୟର ପ୍ରବନ୍ଧକ ବିବେକ ଭୂୟାର, ଅଧ୍ୟକ୍ଷା ରଞ୍ଜିତା ମଲ୍ଲ, ଉପାଧ୍ୟକ୍ଷା ମାୟାଦେବୀ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରୀ ଦଳକୁ ଅଭିନନ୍ଦନ ଜଣାଇଛନ୍ତିି।

ସମ୍ବନ୍ଧିତ ଖବର