କଟକର କେନ୍ଦ୍ରୀୟ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦୂର କରିବା ପାଇଁ ଆଗେଇ ଆସିଲା ‘ସମ୍ବାଦ‘ ଓ ‘ଆମ ଓଡ଼ିଶା’

କଟକ: କଟକର କେନ୍ଦ୍ରୀୟ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦୂର କରିବା ପାଇଁ କଟକ ସିଡିଏ ସେକ୍ଟର-୭ ଅଞ୍ଚଳର ହିନ୍ଦୁସ୍ତାନ କ୍ଲବ ଓ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର ଆଜିଠାରୁ ଆରମ୍ଭ ହୋଇଛି। ଏହି ରକ୍ତଦାନ ଶିବିର ୬ ରୁ ୭ ଦିନ ଚାଲିବ ବୋଲି ଜଣାଯାଇଛି। ଏହି ରକ୍ତଦାନ ଶିବିର ପ୍ରତିଦିନ ୧୫ୟୁନିଟ୍ ରକ୍ତ ସଂଗୃହୀତ କରିବାକୁ କ୍ଲବର ସଦସ୍ୟମାନେ ଲକ୍ଷ୍ୟ ରଖିଛନ୍ତି ।

ସମ୍ବନ୍ଧିତ ଖବର