ପ୍ରକାଶ ପାଇଲା ରମାଦେବୀ ବିଶ୍ୱବିଦ୍ୟାଳୟର +୩ ପରୀକ୍ଷା ଫଳ

ଭୁବନେଶ୍ୱର: ରମାଦେବୀ ବିଶ୍ୱବିଦ୍ୟାଳୟ ଅଧିନରେ ଥିବା ୪୬ଟି +୩ କଲେଜର ଶେଷ ବର୍ଷ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି। ଚଳିତବର୍ଷ ପାସ୍‌ ହାର ୮୧.୨୯ ପ୍ରତିଶତ ରହିଛି। ଏହି ବର୍ଷ ୭୪୫୧ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୬୦୩୯ଜଣ ପାସ୍‌ କରିଛନ୍ତି। ଶୈଳବାଳା ମହିଳା ବିଶ୍ୱବିଦ୍ୟାଳୟର ଛାତ୍ରୀ ସ୍ଥିତପ୍ରଜ୍ଞା ନାଥ ଶର୍ମା ଜୁଲୋଜି ଅନର୍ସରେ ସର୍ବମୋଟ ୭୨୧ ନମ୍ବର ରଖି ବିଶ୍ୱବିଦ୍ୟାଳୟ ଟପ୍ପର ହୋଇଛନ୍ତି।

ସମ୍ବନ୍ଧିତ ଖବର