ଶନିବାର ବିଳମ୍ବରେ ଛାଡ଼ିବ ଜମ୍ମୁ ତଓ୍ଵି ଏକ୍ସପ୍ରେସ୍‌

ସମ୍ବଲପୁର : ଟ୍ରେନ୍‌ ନଂ ୧୮୧୦୯ ସମ୍ବଲପୁର ଜମ୍ମୁତଓ୍ଵି ଏକ୍ସପ୍ରେସ୍‌ ୧୮ ତାରିଖ ଶନିବାର ଦିନ ସକାଳ ୭ଟା ୫୫ ପରିବର୍ତେ ୯ଟା ୫୫ରେ ସମ୍ବଲପୁର ଛାଡ଼ିବ। ଫେରନ୍ତା ଟ୍ରେନର ବିଳମ୍ବ କାରଣରୁ ଏହାର ଛାଡ଼ିବା ସମୟ ପୁନଃ ନିର୍ଧାରିତ ହୋଇଥିବା ରେଳବାଇ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର