ନିର୍ବାଚନକୁ ନଜରରେ ରଖି ପୁଲିସ୍‌ କେନ୍ଦ୍ରାଞ୍ଚଳର ୨୬ ଇନ୍ସପେକ୍ଟରଙ୍କ ବଦଳି

କଟକ : ଆସନ୍ତା ନିର୍ବାଚନକୁ ନଜରରେ ରଖି ପୁଲିସ୍‌ କେନ୍ଦ୍ରାଞ୍ଚଳର ୨୬ ଜଣ ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି। ଖୋର୍ଦ୍ଧାର ର˚ଜିତ କୁମାର ସାହୁଙ୍କୁ ପୁରୀକୁ, ଏସ୍‌ସି. ପାତ୍ରଙ୍କୁ ନୟାଗଡ଼, କିରଣ ହେମ୍ବ୍ରମ୍‌ଙ୍କୁ ଯାଜପୁର, କେନ୍ଦ୍ରାପଡ଼ାର ବି.କେ. ମଲ୍ଲିକଙ୍କୁ କଟକ, କଟକର ସତ୍ୟବ୍ରତ ଲେଙ୍କାଙ୍କୁ ଖୋର୍ଦ୍ଧା, ଶିବଚରଣ ବେହେରାଙ୍କୁ ଯାଜପୁର, ଯୁଗଳ କିଶୋର ଦାସଙ୍କୁ ଜଗତସି˚ହପୁର, ପ୍ରଭାସ ଚନ୍ଦ୍ର ସାହୁଙ୍କୁ ଜଗତସି˚ହପୁର, ସସ୍ମିତା ସାହୁଙ୍କୁ ଯାଜପୁର, ଯାଜପୁରର ଚିନ୍ମୟୀ ସାହୁଙ୍କୁ କଟକ, ରାକେଶ କୁମାର ତ୍ରିପାଠୀଙ୍କୁ କେନ୍ଦ୍ରାପଡ଼ା, ଏ.ମାରାଣ୍ତୀଙ୍କୁ କେନ୍ଦ୍ରାପଡ଼ା, ବି.ଡି. ନନ୍ଦଙ୍କୁ ପୁରୀ, ପାରୋ ଟୁଡୁଙ୍କୁ ଜଗତସି˚ହପୁର, ଏସ୍‌.ବି. ଦାସଙ୍କୁ କଟକ, ଶରତ ଚନ୍ଦ୍ର ପାତ୍ରଙ୍କୁ ପୁରୀ, ଉମାକାନ୍ତ ନାୟକଙ୍କୁ କେନ୍ଦ୍ରାପଡ଼ା, ପୁରୀର ପ୍ରଣୀତା ପଟ୍ଟନାୟକଙ୍କୁ ଖୋର୍ଦ୍ଧା, ର˚ଜନ ପ୍ରଧାନଙ୍କୁ କଟକ, ସ˚ଘମିତ୍ରା ନାୟକଙ୍କୁ ଯାଜପୁର, ସସ୍ମିତା ବେହେରାଙ୍କୁ ଯାଜପୁର, ବାସନ୍ତୀ ନାୟକଙ୍କୁ କଟକ, ଉମାଶଙ୍କର ସି˚ହଙ୍କୁ ଖୋର୍ଦ୍ଧା, ବାମଦେବ ସ୍ବାଇଁଙ୍କୁ କଟକ, ନୟାଗଡ଼ର ପି.ଆର‌୍‌. ନାୟକଙ୍କୁ ପୁରୀ, ଚକ୍ରବର୍ତ୍ତୀ କହଁରଙ୍କୁ ଯାଜପୁର ବଦଳି କରାଯାଇଛି।

ସମ୍ବନ୍ଧିତ ଖବର