ବୋମା ଖଞ୍ଜୁଥିବା ୪ମିଲିସିଆ ଗିରଫ

0 22

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଲିସକୁ ମିଳିଛି ଆଉ ଏକ ସଫଳତା। ବୋମା ଖଂଜିବାକୁ ପ୍ରୟାସ କରୁଥିବା ୪ ମିଲିସିଆଙ୍କୁ ପୋଲିସ ଗିରଫ କରିଛି। ଭେଜ୍ଜୀ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବୋମା ଖଂଜିବାକୁ ଏହି ମିଲିସିଆମାନେ ଚେଷ୍ଟା କରୁଥିଲେ। ପଚରାଉଚରା ପରେ ଏମାନେ ବୋମା ଖଂଜିବାକୁ ଆସିଥିବା ସ୍ୱୀକାର କରିଥିଲେ। ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.