ବୋମା ଖଞ୍ଜୁଥିବା ୪ମିଲିସିଆ ଗିରଫ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାରେ ପୁଲିସକୁ ମିଳିଛି ଆଉ ଏକ ସଫଳତା। ବୋମା ଖଂଜିବାକୁ ପ୍ରୟାସ କରୁଥିବା ୪ ମିଲିସିଆଙ୍କୁ ପୋଲିସ ଗିରଫ କରିଛି। ଭେଜ୍ଜୀ ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବୋମା ଖଂଜିବାକୁ ଏହି ମିଲିସିଆମାନେ ଚେଷ୍ଟା କରୁଥିଲେ। ପଚରାଉଚରା ପରେ ଏମାନେ ବୋମା ଖଂଜିବାକୁ ଆସିଥିବା ସ୍ୱୀକାର କରିଥିଲେ। ଆଜି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର