୮ଟି ଗାଡ଼ି ଜାଳିଦେଲେ ନକ୍ସଲ

ମାଲକାନଗିରି : ସୀମାନ୍ତ ଛତିଶଗଡର କୋଣ୍ଡାଗାଓଁ ଜିଲ୍ଲାରେ ନକ୍ସଲ ଉତ୍ପାତ ମଚାଇଛନ୍ତି। ଇରାଗାଓଁ ଥାନା ଅଂଚଳ ନିର୍ମାଣ କରାଯାଉଥିବା ନୂତନ ରାସ୍ତାରେ ନିଯୋଜିତ ଗାଡିଗୁଡିକକୁ ନକ୍ସଲ ପୋଡି ଦେଇଛନ୍ତି।ଇରାଗାଓଁ ଠାରୁ ଚୁରେଗାଓଁ ପର୍ଯ୍ୟନ୍ତ ନିର୍ମାଣ କରାଯାଉଥିବା ରାସ୍ତାରେ ନିୟୋଜିତ ଥିବା ଗୋଟିଏ ମିକ୍ସଚର ମେସିନ,ଗୋଟିଏ ଜେସିବି, ଗୋଟିଏ ଟ୍ରକ,ଗୋଟିଏ ପିକଅପ,ଗୋଟିଏ ରୋଡ ରୋଲର,୩ଟି ଟ୍ରାକ୍ଟରଗୁଡିକକୁ ନିଆଁ ଲଗାଇ ନକ୍ସଲ ପୋଡି ଦେଇଛନ୍ତି। ପ୍ରାୟ ୨୫ରୁ ୩୦ ନକ୍ସଲ ଆସି ଏହି କାଣ୍ଡ ଘଟାଇଛନ୍ତି।

ସମ୍ବନ୍ଧିତ ଖବର