ଓଡ଼ିଶା ପୁଲିସ୍‌ର ୯୯ ଏସ୍‌ଆଇଙ୍କ ବଦଳି

କଟକ : ଓଡ଼ିଶା ପୁଲିସ୍‌ରେ ୯୯ ଜଣ ସବ୍‌ ଇନ୍ସପେକ୍ଟରଙ୍କ ବଦଳି ହୋଇଛି। ପୁଲିସ୍‌ ମୁଖ୍ୟାଳୟରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ ଆଧାର କୁମାର ନାୟକ ଦେବଗଡ଼କୁ, ଅଜୟ କୁମାର ସ୍ୱାଇଁ କମିସନରେଟ୍‌ ପୁଲିସ୍‌, ଅନନ୍ତଚରଣ ମହାନ୍ତି କଟକ, ଅନିତାରାଣୀ ପଟଣିଆ ସମ୍ବଲପୁର, ଅରୁଣ କୁମାର ସିଂହ ବୌଦ୍ଧ, ଆଶିଷ ଚନ୍ଦ୍ର ଜେନା ଏସ୍‌ଟିଏଫ୍‌ ଭୁବନେଶ୍ୱର, ଅବିନାଶ ରେଡ୍ଡୀ କନ୍ଧମାଳ, ବଳରାମ ସେଠୀ ରାଉରକେଲା, ବଂଶୀଧର ମଲ୍ଲିକ ବୌଦ୍ଧ, ଭଗବାନ ପୂଜାରୀ ସୁନ୍ଦରଗଡ଼, ଭୁବନମୋହନ ସାମନ୍ତରାୟ କମିସନରେଟ୍‌ ପୁଲିସ୍‌, ବିଜୟ କୁମାର ବାରିକ କମିସନରେଟ୍‌ ପୁଲିସ୍‌, ବିଜୟ କୁମାର ସ୍ୱାଇଁ ଅନୁଗୁଳ, ବିନ୍ଦୁଲତା ନାଏକ ଢେଙ୍କାନାଳ, ବିନୋଦ ଚନ୍ଦ୍ର କହଁର ବୌଦ୍ଧ, ବିଶ୍ୱବନ୍ଦିନୀ ବାଗ୍‌ କମିସନରେଟ୍‌ ପୁଲିସ୍‌, ବୃନ୍ଦାବତୀ ତାଣ୍ଡି ସୁନ୍ଦରଗଡ଼, ଚିତ୍ତରଂଜନ ଜେନା ଯାଜପୁର, ଦେବଦତ୍ତ ମଲ୍ଲିକ ନବରଙ୍ଗପୁର, ଦୀପକ କୁମାର ଲେଙ୍କା କମିସନରେଟ୍‌ ପୁଲିସ୍‌, ଧବଳେଶ୍ୱର ସାହୁ ଗଜପତି, ଧନେଶ୍ୱର ନାଏକ ନୟାଗଡ଼, ଦିଲ୍ଲୀପ କୁମାର ବେହେରା ପୁରୀ, ଦିଲ୍ଲୀପ କୁମାର ସାହୁ ଅନୁଗୁଳ, ଦୀପ୍ତିରଂଜନ ବେହେରା କେନ୍ଦୁଝର, ଦୀପ୍ତିରଂଜନ ପ୍ରଧାନ ଢେଙ୍କାନାଳ, ଡୋଲମଣି ସାହୁ ବରଗଡ଼, ଦୁର୍ଗାପ୍ରସାଦ ମହାନ୍ତି ପୁରୀ, ଗଣେଶ ଚନ୍ଦ୍ର ସ୍ୱାଇଁ କମିସନରେଟ୍‌ ପୁଲିସ୍‌, ଗୟାଧର ବେହେରା କଟକ, ହରେକୃଷ୍ଣ ପ୍ରଧାନ ଅନୁଗୁଳ, ହୃଷିକେଶ ପାଣିଗ୍ରାହୀ ଭଦ୍ରକ, ଜଗଦୀଶ କୁମାର କର ଯାଜପୁର, ଜମ୍ବେଶ୍ୱର ମୁଦୁଲି ଢେଙ୍କାନାଳ, ଜନକ ଧରୁଆ ବଲାଙ୍ଗୀର, ଝରଣା ପ୍ରଧାନ ପୁରୀ, ଝୁନାରାଣୀ ସାହୁ କ୍ରାଇମ୍‌ବ୍ରାଞ୍ଚ କଟକ, କୈବଲ୍ୟ ସେଠ ଢେଙ୍କାନାଳ, କଳାକାର ନାୟକ ଅନୁଗୁଳ, କଳ୍ପନା ବେହେରା ଢେଙ୍କାନାଳ, କାଣ୍ଡଗୋରୀ ସାଙ୍ଗନା ମାଲକାନଗିରି, କିଶୋରଚନ୍ଦ୍ର ଚୌଧୁରୀ କୋରାପୁଟ, କିଶୋର କୁମାର ବେହେରା ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚ, କୃଷ୍ଣଚନ୍ଦ୍ର ମଲ୍ଲିକ ଗଜପତି, ଲମ୍ବୋଧର ମାଝୀ ମୟୁରଭଞ୍ଜ, ଲକ୍ଷ୍ମୀନାରାୟଣ ଚାଲାଣ ନବରଙ୍ଗପୁର, ମନୋଜ କୁମାର ନାଏକ ସୁନ୍ଦରଗଡ଼, ମୋହନ ଚରଣ ମୁର୍ମୁ ଖୋର୍ଧା, ମୁକୁନ୍ଦ ମେଲେକା କୋରାପୁଟ, ଏନ୍‌.ଏନ୍‌. ଜୟଶ୍ରୀ ଓଝା ରାଜ୍ୟ ପୁଲିସ୍‌ ମୁଖ୍ୟାଳୟ, ନକୁଳ ବାରିକ ନୟାଗଡ଼, ନିରୋଦ କୁମାର ମଲ୍ଲିକ ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚ, ପଦ୍ମାବତୀ ମିର୍ଧା ସୁବର୍ଣ୍ଣପୁର, ପରେଶ କୁମାର ମହାନ୍ତି କେନ୍ଦୁଝର, ଫୁଲ ଜେମ୍ସ ମୁଣ୍ଡୁ ଦେଓଗଡ଼, ପ୍ରଭା ଓରାମ ସୁନ୍ଦରଗଡ଼, ପ୍ରଦୀପ କୁମାର ବାର୍ଲା ଭୁବନେଶ୍ୱର ଏସ୍‌ଆଇଡବ୍ଲୁ, ପ୍ରଦୀପ୍ତ କୁମାର ମଲ୍ଲିକ କ୍ରାଇମ୍‌ବ୍ରାଞ୍ଚ, ପ୍ରସନ୍ନ କୁମାର ନାୟକ କମିସନରେଟ୍‌ ପୁଲିସ୍‌, ପ୍ରତିଭା ଟପ୍ପୋ ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚ, ପ୍ରିୟଦର୍ଶିନୀ ଖଟୁଆ କ୍ରାଇମ୍‌ବ୍ରାଞ୍ଚ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ କମିସନରେଟ୍‌ ପୁଲିସ୍‌, ରବିନ୍ଦ୍ର କୁମାର ଲେଙ୍କା କମିସନରେଟ୍‌ ପୁଲିସ୍‌, ରବିନ୍ଦ୍ରନାଥ ପ୍ରଧାନ କନ୍ଧମାଳ, ରାଜଲକ୍ଷ୍ମୀ ନାଏକ ବାଲେଶ୍ୱର, ରାଜେଶ ବଳିଆରସିଂହ ଭୁବନେଶ୍ୱର ଏସ୍‌ଟିଏଫ୍‌, ରାମଚନ୍ଦ୍ର ମଲ୍ଲିକ ଭିଜିଲାନ୍ସ, ରାମହରି ସେଠୀ କମିସନରେଟ୍‌ ପୁଲିସ୍‌, ରଂଜନ କୁମାର ମାଝୀ କଟକ, ରଂଜିତ କୁମାର ପଟ୍ଟନାୟକ କେନ୍ଦୁଝର, ସଂଘମିତ୍ରା ମହାନ୍ତି ଭୁବନେଶ୍ୱର ସ୍ପେଶାଲ ବ୍ରାଞ୍ଚ, ସଂଗ୍ରାମ କେଶରୀ ପାଇକରାୟ ମାଲକାନଗିରି, ସଂଜୟ କୁମାର ଜେନା କମିସନରେଟ୍‌ ପୁଲିସ୍‌, ସନ୍ଥ ଚରଣ ପ୍ରଧାନ ପୁରୀ, ଶରତ ଚନ୍ଦ୍ର ସାମନ୍ତରାୟ ପୁରୀ, ଶରତ ଚନ୍ଦ୍ର ପାତ୍ର ବ୍ରହ୍ମପୁର, ଶରତ ଚନ୍ଦ୍ର ରାଏ ବ୍ରହ୍ମପୁର, ସସ୍ମିତା ସାହୁ ରାଉରକେଲା, ସୀମାଞ୍ଚଳ ଭଞ୍ଜ ବ୍ରହ୍ମପୁର, ସିପୋରା ସରାୟ ଲୁଗୁନ୍‌ ଝାରସୁଗୁଡ଼ା, ସିରିଶ କୁମାର ନାଏକ ମୟୁରଭଞ୍ଜ, ଶିଶିର କୁମାର ଦାସ କଟକ, ସ୍ନେହଲତା ସାହୁ ଖୋର୍ଧା, ଶୋଭା ପଟ୍ଟନାୟକ ଅନୁଗୁଳ, ସୁବାସ ଚନ୍ଦ୍ର ମଲ୍ଲିକ କମିସନରେଟ୍‌ ପୁଲିସ୍‌, ଶୁଭଶ୍ରୀ ଶୁଭସ୍ମିତା ଗୁରୁ କମିସନରେଟ୍‌ ପୁଲିସ୍‌, ଶୁଭ୍ରନ୍ତ କୁମାର ଜେନା କଟକ, ସୁବ୍ରତ କୁମାର ପାଣିଗ୍ରାହୀ ସୁବର୍ଣ୍ଣପୁର, ସୁଚିତ୍ରା ଜେନା କଟକ, ସୁମତି ମହାନ୍ତି କ୍ରାଇମବ୍ରାଞ୍ଚ, ସୁନୀତା ବେହେରା କମିସନରେଟ୍‌ ପୁଲିସ୍‌, ସୁଶାନ୍ତ ବେହେରା ରାୟଗନା, ସୁଶାନ୍ତ କୁମାର ଷଡ଼ଙ୍ଗୀ କଟକ, ସୁଶାନ୍ତ କୁମାର ଶତପଥୀ ରାୟଗଡ଼ା, ଶ୍ୱେତପଦ୍ମା ଦାଶ ଜଗତସିଂହପୁର, ଟି.ରଙ୍ଗା ବାବୁ ଗଞ୍ଜାମ, ତୃପ୍ତି ରଂଜନ ଦାସ ଭୁବନେଶ୍ୱର ଏସ୍‌ଟିଏଫ୍‌, ଉମାକାନ୍ତ ସାହୁ ବ୍ରହ୍ମପୁର, ଯଶୋବନ୍ତ ସେଠୀ ଭୁବନେଶ୍ୱର ଏସ୍‌ଟିଏଫ୍‌କୁ ବଦଳି ହୋଇଛନ୍ତି।

ସମ୍ବନ୍ଧିତ ଖବର