ଖାତା ଦେଖୁନଥିବା ଅଧ୍ୟାପକଙ୍କ ନାଁରେ ଏତଲା ନିର୍ଦ୍ଦେଶ

ଭୁବନେଶ୍ୱର: ଖାତା ଦେଖୁନଥିବା ଅଧ୍ୟାପକଙ୍କ ନାଁରେ ଏତଲା ଦେବାକୁ ନିର୍ଦ୍ଦେଶ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପରୀକ୍ଷା ନିୟନ୍ତ୍ରକଙ୍କୁ ନୋଟିସ ହୋଇଥିବା ଜଣାପଡ଼ିଛି। ସେହିଭଳି ସହଯୋଗ କରୁନଥିବା ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି। ନିର୍ଦ୍ଦେଶରେ କୁହାଯାଇଛି ଯେ, ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ନିର୍ଦ୍ଦେଶକ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଇପାରିବେ।

ସୂଚନାଯୋଗ୍ୟ ବର୍ତ୍ତମାନ ପରିପ୍ରେକ୍ଷୀରେ ଯୁକ୍ତ ୨ ବାର୍ଷିକ ପରୀକ୍ଷାର ପ୍ରଶ୍ନପତ୍ର ମୂଲ୍ୟାଙ୍କନ ଚାଲିଥିବା ବେଳେ ଏଥିରେ ଅସନ୍ତୋଷ ଅଧ୍ୟାପକମାନେ ସହଯୋଗ କରୁ ନାହାନ୍ତି। ଅସନ୍ତୁଷ୍ଟ ଅଧ୍ୟାପକମାନଙ୍କ ଦାବି ଦୀର୍ଘ ଦିନ ହେବ ପୂରଣ ହେଉ ନଥିବାରୁ

ସମ୍ବନ୍ଧିତ ଖବର