ଅଭିନେତ୍ରୀ ସାଧନା କମଳ ବହିଦାରଙ୍କ ପରଲୋକ

ସମ୍ବଲପୁର : ବିଶିଷ୍ଟ ମଞ୍ଚ ଅଭିନେତ୍ରୀ ସାଧନା କମଳ ବହିଦାର(୬୪)ଙ୍କ ରବିବାର ଅପରାହ୍ନ ପ୍ରାୟ ୪.୫୫ରେ ସମ୍ବଲପୁର ମହାନ୍ତିପଡ଼ା ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ସ୍ବର୍ଗତାଃ ବହିଦାର ପ୍ରାୟ ୪୦ରୁ ଊର୍ଧ୍ବ ସମ୍ବଲପୁରୀ, ଓଡ଼ିଆ ଏବଂ ହିନ୍ଦୀ ନାଟକରେ ଅଭିନୟ କରିଥିବା ସାଧନା ଉଭୟ ରାଜ୍ୟ ଏବଂ ଜାତୀୟ ସ୍ତରର ବିଭିନ୍ନ ନାଟ୍ୟ ସଂସ୍ଥା ପକ୍ଷରୁ ସମ୍ମାନିତ ହୋଇଥିଲେ।

ସମ୍ବନ୍ଧିତ ଖବର