ବିଧାନସଭା ଭୋଟ ଗଣତି ଟ୍ରେଣ୍ଡ : ବିଜେଡ଼ି ୮ଟି ଆସନରେ ବିଜେପି ୧ ଆସନରେ ଆଗୁଆ

ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ଭୋଟ ଗଣତିର ପରିଣାମରୁ ଜଣା ପଡ଼ିଛି ଯେ, ବିଜେପିର ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଗରେ ରହିଛନ୍ତି । ତେବେ ବିଜେଡ଼ି ବିଧାନସଭା ପ୍ରାର୍ଥୀମାନେ ୮ଟି ସ୍ଥାନରେ ଆଗୁଆ ଥିବା ବେଳେ ବିଜେପି ୧ଟି ସ୍ଥାନରେ ଆଗୁଆ ଅଛି । ଜାଣନ୍ତୁ କେଉଁ ଆସନରେ କିଏ ଆଗରେ ରହିଛନ୍ତି ।

୧.ଖୋର୍ଦ୍ଧା : ଜିତୁ ମିତ୍ର(ବିଜେଡ଼ି)

୨.ବେଗୁନିଆ : ରାଜେନ୍ଦ୍ର ସାହୁ(ବିଜେଡ଼ି)

୩. ଚିଲିକା : ପ୍ରଶାନ୍ତ ଜଗଦେବ(ବିଜେଡ଼ି)

୪. ହିନ୍ଦୋଳ : ସୀମାରାଣୀ ନାୟକ(ବିଜେଡ଼ି)

୫. ବୌଦ୍ଧ : ସୁଶାନ୍ତ ପ୍ରଧାନ (ବିଜେପି)

୬. ଧର୍ମଶାଳା : ପ୍ରଣବ ବଳବନ୍ତ  ରାୟ(ବିଜେଡ଼ି)

୭. ନବରଙ୍ଗପୁର : ସଦାଶିବ ପ୍ରଧାନୀ(ବିଜେଡ଼ି)

୮. ପାଟଣାଗଡ଼ : ସରୋଜ ମେହର(ବିଜେଡ଼ି)

୯. ଆସ୍କା : ମଞ୍ଜୁଳା ସ୍ୱାଇଁ (ବିଜେଡ଼ି)

 

 

ସମ୍ବନ୍ଧିତ ଖବର