ସେଲ୍‌ର ନୂଆ କାର୍ମିକ ନିର୍ଦ୍ଦେଶକ ଅତୁଲ ଶ୍ରୀବାସ୍ତବ

ରାଉରକେଲା : ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌)ର ନୂତନ କାର୍ମିକ ନିର୍ଦ୍ଦେଶକ (ଡିରେକ୍ଟର, ପର୍ସୋନେଲ୍‌) ଭାବେ ଅତୁଲ ଶ୍ରୀବାସ୍ତବ ନିଯୁକ୍ତ ହୋଇଛନ୍ତି। କାନପୁର ଆଇଆଇଟିରୁ ମେକାନିକାଲ୍‌ ଡିଗ୍ରୀ ହାସଲ କରିଥିବା ଇଂ ଶ୍ରୀବାସ୍ତବ ଆସନ୍ତା ୨୦୨୨ ଯାଏ ଏହି ପଦରେ ରହିବେ।

ସମ୍ବନ୍ଧିତ ଖବର