ସେଲ୍‌ର ନୂଆ କାର୍ମିକ ନିର୍ଦ୍ଦେଶକ ଅତୁଲ ଶ୍ରୀବାସ୍ତବ

0 10

ରାଉରକେଲା : ଭାରତୀୟ ଇସ୍ପାତ ପ୍ରାଧିକରଣ (ସେଲ୍‌)ର ନୂତନ କାର୍ମିକ ନିର୍ଦ୍ଦେଶକ (ଡିରେକ୍ଟର, ପର୍ସୋନେଲ୍‌) ଭାବେ ଅତୁଲ ଶ୍ରୀବାସ୍ତବ ନିଯୁକ୍ତ ହୋଇଛନ୍ତି। କାନପୁର ଆଇଆଇଟିରୁ ମେକାନିକାଲ୍‌ ଡିଗ୍ରୀ ହାସଲ କରିଥିବା ଇଂ ଶ୍ରୀବାସ୍ତବ ଆସନ୍ତା ୨୦୨୨ ଯାଏ ଏହି ପଦରେ ରହିବେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.