ବାଲେଶ୍ୱର: ରାସ୍ତାକଡ଼ରୁ ଦୁଇ ନବଜାତ ଶିଶୁକନ୍ୟା ଉଦ୍ଧାର

ବାଲେଶ୍ୱର: ବୁଧବାର ପୂର୍ବାହ୍ନରେ ଅନନ୍ତପୁର- ବାସୁଦେବପୁର ରାସ୍ତାର ଗୁଡ଼ ନିକଟରୁ ଦୁଇଟି ନବଜାତ ଶିଶୁକନ୍ୟାଙ୍କୁ ଉଦ୍ଧାର କରାଯାଇଛି।

ରାସ୍ତାରେ ଯାଉଥିବା ବେଳେ ଗୁଡ଼ ଗ୍ରାମର ଉଦ୍ଧବ ନାୟକ କାନ୍ଦ ଶୁଣି ପିଲା ଦୁଇଟିଙ୍କୁ ଉଦ୍ଧାର କରି ଘରକୁ ଆଣିଥିଲେ।

ଏ ସଂକ୍ରନ୍ତରେ ସୂଚନା ଦେବାକୁ ସେ ସୋର ଥାନାକୁ ଯାଇଛନ୍ତି।

ସମ୍ବନ୍ଧିତ ଖବର