ଆଜି ବନକଲାଗି : ଅପରାହ୍ଣ ସାଢ଼େ ୩ରୁ ୮ଟା ଦର୍ଶନ ବନ୍ଦ

ପୁରୀ : ଆସନ୍ତାକାଲି ମହାପ୍ରଭୁଙ୍କର ବନକଲାଗି ନୀତି ହେବାକୁ ଯାଉଛି। ପାଖାପାଖି ୫ ଘଣ୍ଟା ଧରି ଏହି ନୀତି ହେବାକୁ ଥିବାରୁ ଅପରାହ୍ଣ ୩ଟା ୩୦ରୁ ରାତି ୮ ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ହେବାକୁ ସ୍ଥିର ହୋଇଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏଥିରେ ଭକ୍ତମାନେ ସହଯୋଗ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର