ବିଜେପୁର ନିର୍ବାଚନ ଭୋଟ୍‌ ଗଣତି: ବିଜେଡ଼ି ପ୍ରାର୍ଥୀ ପ୍ରଥମ ରାଉଣ୍ଡ ସୁଦ୍ଧା ଆଗୁଆ

 

ଭୁବନେଶ୍ୱର: ବିଜେପୁର ଉପ ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛିି। ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥୀ ରୀତା ସାହୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ  ଭାରତୀୟ ଜନତା ପାର୍ଟିର ଅଶୋକ ପାଣିଗାହୀଙ୍କ ଠାରୁ  ପ୍ରାୟ ୨ ହଜାର ଭୋଟ୍‌ରେ ଆଗରେ ଅଛନ୍ତି। ବିଜେଡ଼ି ପ୍ରାର୍ଥୀ ଶ୍ରୀମତୀ ସାହୁ ୫୬୮୧ ଖଣ୍ଡ ଭୋଟ୍‌ ପାଇତିବା ବେଳେ  ଶ୍ରୀ ପାଣିଗ୍ରାହୀ ୨୬୯୭  ଖଣ୍ଡ ଭୋଟ୍‌ ପାଇଛନ୍ତି।

ସମ୍ବନ୍ଧିତ ଖବର