ଭୁବନେଶ୍ୱର: କେରଳରେ ରିଲିଫ୍, ଥଇଥାନ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଦ୍ରୁତ ବେଗରେ ଆଗେଇ ନେବା ପାଇଁ ଦଳର ସଭାପତିଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ସାଂସଦ ଏବଂ ବିଧାୟକଗଣ ସେମାନଙ୍କର ଏକ ମାସର ଦରମା କେରଳ ବନ୍ୟା ପ୍ରପୀଡ଼ିତଙ୍କ ସାହାଯ୍ୟାର୍ଥେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିନମ୍ର ନିବେଦନ କରିଛନ୍ତି। ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍ ଇସ୍ତାହାରରେ ଏହା ଜଣାଇଛନ୍ତି।
କେରଳ ବନ୍ୟା ପାଇଁ ଏକ ମାସର ଦରମା ପ୍ରଦାନ କରିବାକୁ ବିଜେଡି ନେତା-ମନ୍ତ୍ରୀଙ୍କୁ ଆହ୍ଵାନ
/sambad/media/post_attachments/wp-content/uploads/2018/07/bjd-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)