ଭୁବନେଶ୍ୱର: ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ଜେଲରେ ଥିବା ବିଜେଡି ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ସଂସଦର ଆଗାମୀ ଅଧିବେଶନରେ ଯୋଗଦେବା ଲାଗି ଅନୁମତି ମିଳିଛି । ସୋମବାର ଦିନ ସ୍ପେଶାଲ ସିବିଆଇ ଅଦାଲଦ ହାଁସଦାଙ୍କୁ ଏଥିଲାଗି ଅନୁମତି ଦେଇଛନ୍ତି। ଅଦାଲଦ ରାମଚନ୍ଦ୍ରଙ୍କୁ ୧୮ ତାରିଖରୁ ୨୨ ତାରିଖ ଅର୍ଥାତ୍ ୫ଦିନ ପାଇଁ ଅନୁମତି ପ୍ରଦାନ କରିଛନ୍ତି ।ସିବିଆଇ ୨୦୧୪ ରେ ସାଂସଦ ହାଁସଦାଙ୍କୁ ତାଙ୍କ ବାରିପଦାସ୍ଥିତ ଘରୁ ଗିରଫ କରିଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ସଂସଦର ଶୀତକାଳୀନ ଅଧିବେଶନ ଆସନ୍ତା ୧୫ ତାରିଖରୁ ଆରମ୍ଭ ହେବ ।