ବିଧାନସଭା ଭୋଟ ଗଣତି ଟ୍ରେଣ୍ଡ : ୧୪୬ ଆସନ ମଧ୍ୟରୁ ବିଜେଡ଼ି ୧୦୮, ବିଜେପି ୨୫ ଓ କଂଗ୍ରେସ ୧୩ଟିରେ ଆଗୁଆ

ଭୁବନେଶ୍ୱର : ଭୋଟ ଗଣତି ଯେତେ ଯେତେ ଆଗେଇବାରେ ଚାଲିଛି ବର୍ତ୍ତମାନ ସୁଦ୍ଧା ଓଡ଼ିଶାର ସମସ୍ତ ୧୪୬ଟି ବିଧାନସଭା ଆସନର ଟ୍ରେଣ୍ଡ ଆମର ହସ୍ତଗତ ହେଉଛି । ମିଳିଥିବା ତାଜା ତଥ୍ୟ ଅନୁଯାୟୀ, ଜାଣନ୍ତୁ କେଉଁ ଆସନରେ କିଏ ଆଗରେ ଅଛନ୍ତି ।

୧.ଖୋର୍ଦ୍ଧା : ଜିତୁ ମିତ୍ର(ବିଜେଡ଼ି)
୨.ବେଗୁନିଆ : ରାଜେନ୍ଦ୍ର ସାହୁ(ବିଜେଡ଼ି)
୩. ଚିଲିକା : ପ୍ରଶାନ୍ତ ଜଗଦେବ(ବିଜେଡ଼ି)
୪. ହିନ୍ଦୋଳ : ଅଶୋକ ନାୟକ(ବିଜେପିି)
୫. ବୌଦ୍ଧ : ପ୍ରଦୀପ ଅମାତ (ବିଜେଡ଼ି)
୬. ଧର୍ମଶାଳା : ପ୍ରଣବ ବଳବନ୍ତ ରାୟ(ବିଜେଡ଼ି)
୭. ନବରଙ୍ଗପୁର : ସଦାଶିବ ପ୍ରଧାନୀ(ବିଜେଡ଼ି)
୮. ପାଟଣାଗଡ଼ : ସରୋଜ ମେହର(ବିଜେଡ଼ି)
୯. ଆସ୍କା : ମଞ୍ଜୁଳା ସ୍ୱାଇଁ (ବିଜେଡ଼ି)
୧୦. ଭଟ୍‌ଲି : ସୁଶାନ୍ତ ସିଂ(ବିଜେଡ଼ି)
୧୧. ରଣପୁର : ସୁରମା ପାଢ଼ୀ (ବିଜେପି)
୧୨.ଭୁବନେଶ୍ୱର(ମଧ୍ୟ) : ଅନନ୍ତ ନାରାୟଣ ଜେନା(ବିଜେଡ଼ି)
୧୩. ବଲାଙ୍ଗୀର : ନରସିଂହ ମିଶ୍ର (କଂଗ୍ରେସ)
୧୪. ବ୍ରଜରାଜନଗର : କିଶୋର ମହାନ୍ତି (ବିଜେଡ଼ି)
୧୫. ଭୁବନେଶ୍ୱର(ଏକାମ୍ର) : ଅଶୋକ ପଣ୍ଡା(ବିଜେଡ଼ି)
୧୬.ବରଗଡ଼ : ଦେବେଶ ଆଚାର୍ଯ୍ୟ(ବିଜେଡ଼ି)
୧୭. ଫୁଲବାଣୀ : ଅଙ୍ଗଦ କହଁର(ବିଜେଡ଼ି)
୧୮.ଯାଜପୁର : ପ୍ରଣବ ପ୍ରକାଶ ଦାସ(ବିଜେଡ଼ି)
୧୯. ସୋନପୁର : ନିରଞ୍ଜନ ପୂଜାରୀ(ବିଜେଡ଼ି)
୨୦. ନୟାଗଡ଼ : ଅରୁଣ ସାହୁ(ବିଜେଡ଼ି)
୨୧. ଲୋଇସିଂହା : ପ୍ରଦୀପ ବେହେରା(ବିଜେଡ଼ି)
୨୨. ଝାରସୁଗୁଡ଼ା : ନବ ଦାସ(ବିଜେଡ଼ି)
୨୩. କାମାକ୍ଷାନଗର : ପ୍ରଫୁଲ୍ଲ ମଲ୍ଲିକ୍‌ (ବିଜେଡ଼ି)
୨୪. ମାଲକାନାଗିରି : ମାଲା ମାଢ଼ି(କଂଗ୍ରେସ)
୨୫. ଜୁନାଗଡ଼ : ଦିବ୍ୟଶଙ୍କର ମିଶ୍ର(ବିଜେଡ଼ି)
୨୬. ଭଞ୍ଜନଗର : ବିକ୍ରମ ଆରୁଖ(ବିଜେଡ଼ି)
୨୭. କଟକ : ମହମ୍ମଦ ମୋକିମ୍‌(କଂଗ୍ରେସ)
୨୮, ମାହାଙ୍ଗା : ପ୍ରତାପ ଜେନା(ବିଜେଡ଼ି)
୨୯. ସାଲେପୁର : ପ୍ରଶାନ୍ତ ବେହେରା(ବିଜେଡ଼ି)
୩୦. ସୁନ୍ଦରଗଡ଼ : କୁସୁମ ଟେଟେ(ବିଜେପି)
୩୧. ସୁକିନ୍ଦା : ପ୍ରୀତିରଞ୍ଜନ ଘଡ଼ାଇ (ବିଜେଡ଼ି)
୩୨. ଖଣ୍ଡପଡ଼ା : ସୌମ୍ୟରଞ୍ଜନ ପଟ୍ଟନାୟକ(ବିଜେଡ଼ି)
୩୩. ସମ୍ବଲପୁର : ରାସେଶ୍ୱରୀ ପାଣିଗ୍ରାହୀ(ବିଜେଡ଼ି)
୩୪. ରେଙ୍ଗାଳି : ନାଉରୀ ନାୟକ(ବିଜେପି)
୩୫. ତଳସରା : ଭବାନୀ ଭୋଇ(ବିଜେପି)
୩୬. ଗୁଣୁପୁର : ରଘୁନାଥ ଗମାଙ୍ଗ(ବିଜେପି)
୩୭. ଭଣ୍ଡାରୀପୋଖରୀ : ପ୍ରଫୁଲ୍ଲ ସାମଲ(ବିଜେଡ଼ି)
୩୮.ଘଷିପୁରା : ବଦ୍ରିନାରାୟଣ ପାତ୍ର(ବିଜେଡ଼ି)
୩୯.ପିପିଲି : ପ୍ରଦୀପ ମହାରଥୀ(ବିଜେଡ଼ି)
୪୦. କଟକ ସଦର : ଚନ୍ଦ୍ରସାରଥୀ ବେହେରା(ବିଜେଡ଼ି)
୪୧. ଧାମନଗର : ବିଷ୍ଣୁ ସେଠୀ(ବିଜେପି)
୪୨. କଣ୍ଟାବାଞ୍ଜି : ସନ୍ତୋଷ ସିଂହ ସାଲୁଜା
୪୩. କୋରେଇ : ଅଶୋକ ବଳ(ବିଜେଡ଼ି)
୪୪. ଗୋପାଳପୁର : ପ୍ରଦୀପ କୁମାର ପାଣିଗ୍ରାହୀ
୪୫. ଖଲିକଟ : କେ.ଏସ୍‌ ବୈଦ୍ୟ(ବିଜେଡ଼ି)
୪୬. ଖଡ଼ିଆଳ : ଲମ୍ବୋଧର ନିହାଲ (ବିଜେଡ଼ି)
୪୭. କୋରାପୁଟ : କୃଷ୍ଣଚନ୍ଦ୍ର ସଗରିଆ(ବିଏସ୍‌ପି)
୪୮.ନିଆଳି : ଡ଼ାକ୍ତର ପ୍ରମୋଦ ମଲ୍ଲିକ(ବିଜେଡ଼ି)
୪୯. ପରଜଙ୍ଗ : ବିଭୂତି ପ୍ରଧାନ(ବିଜେପି)
୫୦.ନୀଳଗିରି : ସୁକାନ୍ତ ନାୟକ(ବିଜେପି)
୫୧.ରେଢ଼ାଖୋଲ: ରୋହତ ପୂଜାରୀ(ବିଜେଡ଼ି)
୫୨.ସୁମଳିଆ : ଜ୍ୟୋତିପ୍ରକାଶ ପାଣିଗ୍ରାହୀ(ବିଜେଡ଼ି)
୫୩. ହିଞ୍ଜିଳିକାଟୁ : ନବୀନ ପଟ୍ଟନାୟକ(ବିଜେଡ଼ି)
୫୪.ବିଜେପୁର : ନବୀନ ପଟ୍ଟନାୟକ(ବିଜେଡ଼ି)
୫୫. ପାରାଦୀପ : ସମ୍ବିତ ରାଉତରାୟ(ବିଜେଡ଼ି)
୫୬. ବ୍ରହ୍ମଗିରି : ସଞ୍ଜୟ ଦାସ ବର୍ମା (ବିଜେଡ଼ି)
୫୭. ପଦ୍ମପୁର : ପ୍ରଦୀପ ପୁରୋହିତ(ବିଜେପି)
୫୮. ପାରଳାଖେମୁଣ୍ଡି : କେ. ନାରାୟଣ ରାଓ(ବିଜେପି)
୫୯.ପୁରୀ : ମହେଶ୍ୱର ମହାନ୍ତି(ବିଜେଡ଼ି)
୬୦. ରଘୁନାଥପାଲି : ଜଗବନ୍ଧୁ ବେହେରା(ବିଜେପି)
୬୨.ତାଳଚେର : ବ୍ରଜ କିଶୋର ପ୍ରଧାନ(ବିଜେଡ଼ି)
୬୩.ସୋରଡ଼ା : ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ (ବିଜେଡ଼ି)
୬୪. ସୋର : ସୁରେନ୍ଦ୍ର ପରମାଣିକ(କଂଗ୍ରେସ)
୬୫.ସାନ ଖେମୁଣ୍ଡି: ରମେଶ ଜେନା(କଂଗ୍ରେସ)
୬୬.ତିର୍ତ୍ତୋଲ : ବିଷ୍ଣୁ ଦାସ(ବିଜେଡ଼ି)
୬୭. ବାଲେଶ୍ୱର : ମଦନ ଦତ୍ତ(ବିଜେପି)
୬୮. ବଡ଼ଚଣା : ଅମର ନାୟକ(ବିଜେପି)
୬୯. ବାରିପଦା : ପ୍ରକାଶ ସୋରେନ (ବିଜେପି)
୭୦. ଉମରକୋଟ : ନିତ୍ୟାନନ୍ଦ ଗଣ୍ଡ(ବିଜେପି)
୭୧. ଭବାନୀପାଟଣା : ପ୍ରଦୀପ୍ତ ନାୟକ(ବିଜେପି)
୭୨.ବୀରମିତ୍ରପୁର : ଶଙ୍କର ଓରାମ(ବିଜେପି)
୭୩. ବ୍ରହ୍ମପୁର : ବିକ୍ରମ ପଣ୍ଡା(ବିଜେଡ଼ି)
୭୪.ଛତ୍ରପୁର : ସୁବାସ ବେହେରା(ବିଜେଡ଼ି)
୭୫. ନିମାପଡ଼ା : ସମୀର ଦାସ(ବିଜେଡ଼ି)
୭୬. ପାଟଣା : ଜଗନ୍ନାଥ ନାୟକ(ବିଜେଡ଼ି)
୭୭. ବାଙ୍କୀ : ଦେବୀରଞ୍ଜନ ତ୍ରିପାଠୀ(ବିଜେଡ଼ି)
୭୮.ଆଠଗଡ଼: ରଣେନ୍ଦ୍ର ପ୍ରତାପ ସ୍ୱାଇ(ବିଜେଡ଼ି)
୭୯. ଚୌଦ୍ୱାର କଟକ : ସୌଭିକ୍‌ ବିଶ୍ୱାଳ(ବିଜେଡ଼ି)
୮୦. ମହାକାଳପଡ଼ା : ଅତନୁ ସବ୍ୟସାଚୀ ନାୟକ(ବିଜେଡ଼ି)
୮୧. ରାଉରକେଲା : ସାରଦା ନାୟକ(ବିଜେଡ଼ି)
୮୨. ସାରସକଣା : (ଜେଏମ୍‌ଏମ୍‌)
୮୩. ତେଲକୋଇ : ପ୍ରେମାନନ୍ଦ ନାୟକ( ବିଜେଡ଼ି)
୮୪. ଉଦଳା : ଶ୍ରୀନାଥ ସୋରେନ(ବିଜେଡ଼ି)
୮୫. ଆନନ୍ଦପୁର : ଭାଗିରଥୀ ସେଠୀ(ବିଜେଡ଼ି)
୮୬. ବଡ଼ସାହି : ସନାତନ ବିଜୁଳି(ବିଜେପି)
୮୭. ବରୀ : ସୁନନ୍ଦା ଦାସ(ବିଜେଡ଼ି)
୮୮. ବସ୍ତା : ବିଜନ ନାୟକ(କଂଗ୍ରେସ)
୮୯. ଭୋଗରାଇ : ଅନନ୍ତ ଦାସ(ବିଜେଡ଼ି)
୯୦. ବିଂଝାରପୁର : ପ୍ରମିଳା ମଲ୍ଲିକ(ବିଜେଡ଼ି)
୯୧. ଛେଣ୍ଡିପଦା : ସୁଶାନ୍ତ ବେହେରା(ବିଜେଡ଼ି)
୯୨.ଚିକିଟି : ଉଷା ଦେବୀ (ବିଜେଡ଼ି)

Dinalipi

 

 

 

 

୯୩.ଧର୍ମଗଡ଼ : ରବିନ୍ଦ୍ର ପାଟଯୋଶୀ(ସ୍ୱାଧୀନ)
୯୪. ଦିଗପହଣ୍ଡି : ସୂର୍ଯ୍ୟ ପାତ୍ର(ବିଜେଡ଼ି)
୯୫. ଜଟଣୀ : ସୁର ରାଉତରାୟ(କଂଗ୍ରେସ)
୯୬.ଜୟଦେବ : ଅରବିନ୍ଦ ଢ଼ାଲି(ବିଜେଡ଼ି)
୯୭. କୋଟପାଡ଼ : ଚନ୍ଦ୍ରଶେଖର ମାଝୀ(କଂଗ୍ରେସ)
୯୮. ରାଜଗାଙ୍ଗପୁର : ମଙ୍ଗଳା କିଷାନ(ବିଜେଡ଼ି)
୯୯.ଝରିଗାଁ : ପ୍ରକାଶ ଚନ୍ଦ୍ର ମଲ୍ଲିକ(ବିଜେଡ଼ି)
୧୦୦. ଜି. ଉଦୟଗିରି : ସାଲୁଗା ପ୍ରଧାନ(ବିଜେଡ଼ି)
୧୦୧. ବଡ଼ମ୍ବା : ଦେବୀ ମିଶ୍ର(ବିଜେଡ଼ି)
୧୦୨. ସତ୍ୟବାଦୀ : ଉମାକାନ୍ତ ସାମନ୍ତରାୟ(ବିଜେଡ଼ି)
୧୦୩. ରାଇରଙ୍ଗପୁର : ବାସନ୍ତି ମାରାଣ୍ଡି(ବିଜେଡ଼ି)
୧୦୪. ରାୟଗଡ଼ା : ଲାଲ ବିହାରୀ ହିମିରିକା (ବିଜେଡ଼ି)
୧୦୫.ରାଜନଗର: ଧ୍ରୁବ ସାହୁ(ବିଜେଡ଼ି)
୧୦୬. ପଟାଙ୍ଗୀ : ପ୍ରୀତମ ପାଢ଼ୀ(ବିଜେଡ଼ି)
୧୦୭.ଆଳି : ପ୍ରତାପ ଦେବ(ବିଜେଡ଼ି)
୧୦୮. କରଂଜିଆ : ବାସନ୍ତି ହେମ୍ରମ(ବିଜେଡ଼ି)
୧୦୯. କେନ୍ଦୁଝର: ମାଧବ ସର୍ଦ୍ଦାର(ବିଜେଡ଼ି)
୧୧୦. କାକଟପୁର : ତୁଷାରକାନ୍ତ ବେହେରା(ବିଜେଡ଼ି)
୧୧୧. କବିସୂର୍ଯ୍ୟନଗର : ଲତିକା ପ୍ରଧାନ(ବିଜେଡ଼ି)
୧୧୨.ଜୟପୁର : ରବି ନନ୍ଦ(ବିଜେଡ଼ି)
୧୧୩. ବାଲିକୁଦା : ରଘୁନନ୍ଦନ ଦାସ(ବିଜେଡ଼ି)

ସମ୍ବନ୍ଧିତ ଖବର