ଅତାବିରା ଏନଏସିରେ ବିଜେଡ଼ିିର କ୍ଲିନ୍‌ ସୁଇପ୍‌

ଅତାବିରା: ବରଗଡ଼ ଜିଲ୍ଲା ଅତାବିରା ଏନଏସି ନିର୍ବାଚନରେ ଶାସକ ବିଜେଡି ଦଳ କ୍ଲିନ୍‌ ସୁଇପ କରିଛି। ଅତାବିରା ଏନଏସିର ୧୨ଟି ଓ୍ଵାର୍ଡ ପାଇଁ ହୋଇଥିିବା ନିର୍ବାଚନରେ ବିଜେଡି ସମସ୍ତ ଆସନରେ ବିଜୟୀ ହୋଇଛି।

ତେବେ ଏହି ସବୁ ସ୍ଥାନରେ ଶାସକ ବିଜେଡକୁ କଡ଼ା ଟକ୍କର ଦେଇଛି ଭାରତୀୟ ଜନତା ପାର୍ଟି। ପ୍ରାୟ ସବୁ ସ୍ଥାନରେ ବିଜେପି ପ୍ରାଥୀମାନେ ଦ୍ୱିତୀୟ ସ୍ଥାନରେ ରହି ବିଜେଡିର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଛନ୍ତି।

ସମ୍ବନ୍ଧିତ ଖବର