‘ବିଜୁ ବାବୁ’ ଫିଲ୍ମ ପ୍ରଦର୍ଶନ ବନ୍ଦ ହେଉ

0

ଭୁବନେଶ୍ବର : ବିଜେଡିର କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ ଅଭିନୀତ ଫିଲ୍ମ ‘ବିଜୁ ବାବୁ’ ଏବେ ବଭିନ୍ନ ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେଉଛି। ଏପରିକି ବିଭିନ୍ନ ଟିଭି ଚ୍ୟାନେଲରେ ତାଙ୍କ ଫିଲ୍ମ ପ୍ରଦର୍ଶନ କରି ଭୋଟରମାନଙ୍କୁ ଆକର୍ଷିତ ଓ ପ୍ରଭାବିତ କରିବାର ପ୍ରଚେଷ୍ଟା କରାଯାଉଛି। ଏପରି ଭାବେ ନିର୍ବାଚନ ଆଚରଣ ବିଧିକୁ ଖୋଲାଖୋଲି ଉଲ୍ଲଂଘନ କରାଯାଉଛି। ତେଣୁ ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ପ୍ରେକ୍ଷାଳୟ ଓ ଟିଭି ଚ୍ୟାନେଲରେ ‘ବିଜୁ ବାବୁ’ ଫିଲ୍ମ ଏବଂ ଅନୁଭବଙ୍କ ଅଭିନୀତ ସମସ୍ତ ଫିଲ୍ମ ପ୍ରଦର୍ଶନକୁ ବନ୍ଦ କରିବାକୁ ବିଜେପି କର୍ମୀ ମନୋଜ ବସନ୍ତରାୟ ଆଜି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.