ଆଜି ବିଜେପିର ଇସ୍ତାହାର ଉନ୍ମୋଚନ

ଭୁବନେଶ୍ବର : ରାଜ୍ୟ ବିଜେପିର ନିର୍ବାଚନ ଇସ୍ତାହାର ତଥା ସଂକଳ୍ପ ପତ୍ର ଆସନ୍ତାକାଲି ଉନ୍ମୋଚନ ହେବ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏହାକୁ ଭୁବନେଶ୍ବରରେ ଉନ୍ମୋଚନ କରିବେ। ଏହା ପରେ ଶ୍ରୀ ଶାହ ଗଞ୍ଜାମ ଜିଲ୍ଲାର ‌େପାଲସରା ଓ ବରଗଡ଼ ଯାଇ ନିର୍ବାଚନୀ ସଭାରେ ଉଦ୍‌ବୋଧନ ଦେ‌ବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର