୩ ଲୋକସଭା ଓ ୧୧ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର: ସୋମବାର ଦିନ ବିଜେପି ତରଫରୁ ତିନିଟି ଲୋକସଭା ଓ ଏଗାରଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଛି।

ଲୋକସଭା:
ଭଦ୍ରକ: ଅଭିମନ୍ୟୁ ସେଠୀ

ମୟୂରଭଞ୍ଜ: ବିଶ୍ୱେଶ୍ୱର ଟୁଡୁ

ଯାଜପୁର: ଅମିୟ ମଲ୍ଲିକ

ବିଧାନସଭା:

ଭୁବନେଶ୍ୱର ଉତ୍ତର: ଅପରାଜିତା ମହାନ୍ତି

ପାଟକୁରା: ବିଜୟ ମହାପାତ୍ର

ଆନନ୍ଦପୁର: ଆଲୋକ ସେଠୀ

ମୋରଡ଼ା: ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର

ନୀଳଗିରି: ସୁକାନ୍ତ ନାୟକ

ଆଠଗଡ଼: ବ୍ରଜେନ୍ଦ୍ର ରାୟ

ପୁରୀ: ଜୟନ୍ତ ଷଡ଼ଙ୍ଗୀ

ରାଇରଙ୍ଗପୁର: ନବଚରଣ ମାଝୀ

ଆଠମଲ୍ଲିକ: ଭାଗୀରଥୀ ପ୍ରଧାନ

ବାଙ୍କୀ: ଶୁଭ୍ରାଂସୁ ଶେଖର ପାଢ଼ୀ

ମହାକାଳପଡ଼ା: ବିଜୟ ପ୍ରଧାନ

ସମ୍ବନ୍ଧିତ ଖବର