ରାଜ୍ୟର ୨୦ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଭୁବନେଶ୍ୱର: ୨୦ଟି ବିଧାନସଭା ଆସନ ଲାଗି ଶୁକ୍ରବାର ଦିନ କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ନିମ୍ନରେ ସଂପୂର୍ଣ୍ଣ ପ୍ରାର୍ଥୀ ତାଲିକା ପ୍ରଦାନ କରାଗଲା।

ତେଲକୋଇ-ଶ୍ରୀ ମୋହନ ହେମ୍ବ୍ରମ

ପାଟଣା-ଶ୍ରୀ ଗୋପେଶ୍ୱର ନାୟକ

ଯଶିପୁର- ମହେନ୍ଦ୍ର ନାୟକ

ଉଦଳା- ବେଣୁଧର ମହାପାତ୍ର

ବାରିପଦା-ଦଶରଥ ସିଂହ

ଭୋଗରାଇ- ସତ୍ୟଶିବ ଦାସ

ବସ୍ତା-ବିଜୟ ନାୟକ

ରେମୁଣା- ପ୍ରତାପ ସେଠୀ

ବାସୁଦେବପୁର-ଅଶୋକ କୁମାର ଦାସ

ଧାମନଗର-ବିଦ୍ୟାଧର ଜେନା

ବିଝାଂରପୁର-ମନୋରଂଜନ ଦାସ

ବରି-ଉମେଶ ଜେନା

ସୁକିନ୍ଦା- ଶରତ ରାଉତ

ପରଜଙ୍ଗ- ଜସସ୍ୱିନୀ ରାଉତ

ନିଆଳି- ମମତା ଭୋଇ

ମାହାଙ୍ଗା- ଦେବେନ୍ଦ୍ର କୁମାର ସାହୁ

ପାଟକୁରା- ଜୟନ୍ତ ମହାନ୍ତି

ତିର୍ତୋଲ- ବିଭୁପ୍ରସାଦ ତରାଇ

ପୁରୀ-ଅରୋ ପ୍ରସାଦ ମିଶ୍ର

ନୟାଗଡ-ମନୋଜ କୁମାର ସାହୁ

ସମ୍ବନ୍ଧିତ ଖବର