୯ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା, ବାଣିଜ୍ୟ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ। ଆଜି ଏନେଇ ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା କରାଯାଇଛି। ତେବେ ୮ ତାରିକ କିମ୍ବା ୯ ତାରିଖରେ ଯୁକ୍ତ ଦୁଇ କଳା ଓ ବାଣିଜ୍ର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ପୂର୍ବରୁ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ସୂଚନା ଦେଇଥିବା ବେଳେ ପରିଷଦ ପକ୍ଷରୁ ପରୀକ୍ଷା ଫଳ ୭୯ ତାରିଖରେ ପ୍ରକାଶ ପାଇବ ବୋଲି ଘୋଷରା କରାଯାଇଛି।
ଚଳିତବର୍ଷ ଯୁକ୍ତ ୨ ପରୀକ୍ଷା ପରିଚାଳନାରେ ଶିକ୍ଷକମାନଙ୍କ ଅସହଯୋଗ ଯୋଗୁଁ ଖାତା ଦେଖାରେ ବିଳମ୍ବ ହୋଇତିଲା ଏହା ସତ୍ତ୍ୱେ ପରୀକ୍ଷା ଖାତା ଠିକ୍‌ ସମୟରେ ମୂଲ୍ୟାୟନ କରାଯାଇ ପରୀକ୍ଷା ଫଳ ପ୍ରକଶା ନ ପାଇଁ ବ୍ୟବସ୍ଥା ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଥିଲେ।

ସମ୍ବନ୍ଧିତ ଖବର