ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

0 212

ସୋନପୁର : ସୋନପୁର ପୂର୍ତ୍ତ ବିଭାଗ କଲୋନିର ଧନମତୀ ସାହୁଙ୍କ ଝିଅ ପୂଜା ସାହୁ (୧୫) ବେକରେ ଶାଢ଼ି ଦେଇ ଆତ୍ମହତ୍ୟା କରିଛନ୍ତି।   ପୂଜା ସୋନପୁର ସରକାରୀ ବାଳିକା ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିଲେ। ରବିବାର ସନ୍ଧ୍ୟାରେ ସେ ଘରେ ଏକୁଟିଆ ଥିଲେ। ପ୍ରାୟ ସାଢ଼େ ୫ଟାରେ ପରିବାର ଲୋକ ଆଜବେଷ୍ଟସରେ ଲାଗିଥିବା ଲୁହା ପାଇପ୍‌ରେ ଶାଢିରେ ପୂଜାଙ୍କ ମୃତ ଦେହ ଝୁଲୁଥିବା ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.