ମହିଳା ଓ ଶିଶୁ ବିକାଶ ବିଭାଗରେ ନିଯୁକ୍ତି ଲାଗି ୯୩ ପ୍ରୋଗ୍ରାମ ଅଫିସର ପଦବୀ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗରେ ୯୩ ଜଣ ପ୍ରୋଗ୍ରାମ ଅଫିସର ନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ପଦବୀ ଘୋଷଣା କରିଛନ୍ତି। ନବୀନଙ୍କ ଘୋଷଣା ଅନୁସାରେ ପ୍ରୋଗ୍ରାମ ଅଫିସରମାନେ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ ନିଯୁକ୍ତ ହେବେ। ସେହିପରି ୧୩ଜଣ ନୂଆ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀ, ୨ଜଣ ନୂଆ ଉପ-ନିର୍ଦ୍ଦେଶକ/ଉପ-ସଚିବ ପଦ ସୃଷ୍ଟି କରାଯିବ।

ସମ୍ବନ୍ଧିତ ଖବର