ପିଲାମାନଙ୍କ ଶିକ୍ଷା ଉପରେ ଗୁରୁତ୍ୱ ଦେବାକୁ କହିଲେ ମୁଖ୍ୟମନ୍ତ୍ରୀ

2 241

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରାଥମିକ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି। ସେ ପିଲାମାନଙ୍କ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସଚିବାଳୟରେ ‘ଆମ ଗାଁ ବିକାଶ କାର୍ଯ୍ୟକ୍ରମ’ରେ ଶନିବାର ନବୀନ ପଞ୍ଚାୟତ ପ୍ରତିନିଧି ଓ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି। ଏଥି ସହିତ ଆମ ମୁଖ୍ୟମନ୍ତ୍ରୀ ଆମ କଥା ଜରିଆରେ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

2 Comments
  1. DEEPAK RANJAN ROUT says

    First Mr CM understand what is going on our education system then decide what is best for the students.

  2. DEEPAK RANJAN ROUT says

    First Mr CM understand what is going on our education system then decide what is best for the students.