କଂଗ୍ରେସ ଆଇନ୍ ବିଭାଗର ନୂଆ କର୍ମକର୍ତାଙ୍କୁ ନିଯୁକ୍ତି

0

ଭୁବନେଶ୍ବର : ଓଡିଶା ପ୍ରଦେଶ କଂଗ୍ରେସ ଆଇନ୍ ବିଭାଗକୁ ଅଧିକ କ୍ରିୟାଶୀଳ ଓ ସଂଗଠିତ କରିବା ପାଇଁ ଆଇନ୍ ବିଭାଗର ସାଧାରଣ ସଂପାଦକ ଭାବେ ଆଇନଜୀବୀ ରାଜୀବ ମହାପାତ୍ର (ଯାଜପୁର) ଓ ବିରଞ୍ଚି କୁମାର ସାହୁ(କଟକ)ଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ନିଯୁକ୍ତିକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି ବୋଲି ଆଇନ ବିଭାଗ ଅଧ୍ୟକ୍ଷ ରତିକାନ୍ତ ମହାପାତ୍ର ଜଣାଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.