୯୮୨୯ କୋଟିର ଅତିରିକ୍ତ ବଜେଟକୁ ମନ୍ତ୍ରୀ ପରିଷଦର ମଞ୍ଜୁରି

ଭୁବନେଶ୍ୱର: ଆଜି ସଚିବାଳୟଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ୯,୮୨୯ କୋଟି ଟଙ୍କାର ଅତିରିକ୍ତ ବଜେଟକୁ ମନ୍ତ୍ରୀ ପରିଷଦ ମଞ୍ଜୁରି ପ୍ରଦାନ କରିଛି।

ମନ୍ତ୍ରୀ ପରିଷଦରେ ଅର୍ଥ ମନ୍ତ୍ରୀ ଶଶୀଭୂଷଣ ବେହେରା ପ୍ରଥମେ ୯୮୨୯ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ପ୍ରସାବ ଆଗତ କରିଥିଲେ। ଏହି ଅତିରିକ୍ତ ବଜେଟ୍‌ ପ୍ରସ୍ତାବକୁୁ ମନ୍ତ୍ରୀ ପରିଷଦ ମଞ୍ଜୁର ପ୍ରଦାନ କରିଥିବା ଅର୍ଥ ମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର