ବେଳାଭୂମିରେ ଡଲଫିନ୍‌ ଶବ

0 21

ପୁରୀ : ଆଜି ପୂର୍ବାହ୍ନରେ ପୁରୀ ବେଳାଭୂମିରେ ଏକ ଡଲଫିନ୍‌ର ମୃତ ଦେହ ଆସି ଲାଗିଥିଲା। ଲାଇଫଗାର୍ଡଙ୍କଠାରୁ ଖବର ପାଇ ବନ ବିଭାଗର ଅଧିକାରୀମାନେ ମୃତ ଡଲଫିନ୍‌ର ଶବକୁ ଜବତ କରିଥିଲେ। ବ୍ୟବଚ୍ଛେଦ ପରେ ଡଲଫିନ୍‌ର ମୃତ୍ୟୁ କାରଣ ଜଣାପଡ଼ିବ ବୋଲି ବାଲୁଖଣ୍ଡ ରେଞ୍ଜ ଅଫିସର ସରୋଜ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.