ହାତୀ ଆକ୍ରମଣରେ ମୃତ୍ୟୁ!

ସମ୍ବଲପୁର/ରେଙ୍ଗାଲି: ହାତୀ ଆକ୍ରମଣରେ ଶାସନ ଥାନା ଅନ୍ତର୍ଗତ ଟାମ୍ପରକେଲା ଗ୍ରାମପଞ୍ଚାୟତ ଲଙ୍ଗବାହାଲର ବୁଦ୍ଧୁରାମ ଓରାମଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ସେ ଶନିବାର ଦିନ ଜଙ୍ଗଲକୁ କାଠ କାଟିବାକୁ ଯାଇ ଫେରିନଥିଲେ। ରବିବାର ପରିବାର ସଦସ୍ୟମାନେ ତାଙ୍କୁ ଖୋଜିବାକୁ ଯାଇ ଶବ ଉଦ୍ଧାର କରିଥିଲେ। ଆଇଏଫଏସ ପ୍ରୋବେସନର ପ୍ରଦୀପ ମିରାସେର ଘଟଣାସ୍ଥଳ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।

ସମ୍ବନ୍ଧିତ ଖବର