ଦେବବ୍ରତ ସ୍ୱାଇଁ ନୂଆ ପିସିସିଏଫ୍‌

ଭୁବନେଶ୍ୱର : ୧୯୮୪ ବ୍ୟାଚ୍‌ ଆଇଏଫ୍‌ଏସ୍‌ ଦେବବ୍ରତ ସ୍ୱାଇଁ ରାଜ୍ୟର ପ୍ରଧାନମୁଖ୍ୟ ବନ ସଂରକ୍ଷକ(ପିସିସିଏଫ୍‌) ଏବଂ ରାଜ୍ୟ ଜଙ୍ଗଲ ବାହିନୀ ମୁଖ୍ୟ(ଏଚ୍‌ଓଏଫଏଫ୍‌) ଭାବେ ଅବସ୍ଥାପିତ ହେବେ। ଏହା ପୂର୍ବରୁ ସେ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତୃପକ୍ଷର ମୁଖ୍ୟ ଥିଲେ। ରାଜ୍ୟର ପିସିସିଏଫ୍‌ ଦାୟିତ୍ୱରେ ଥିବା ଆଇଏଫ୍‌ଏସ୍‌ ଅଧିକାରୀ ସୁବାସ ଚନ୍ଦ୍ର ମିଶ୍ର ଆସନ୍ତା ୩୦ ତାରିଖ(ରବିବାର)ରେ କାର୍ଯ୍ୟରୁ ଅବସର ନେଉଛନ୍ତି।

ସମ୍ବନ୍ଧିତ ଖବର