ବିଶ୍ବପ୍ରସିଦ୍ଧ ଧନୁଯାତ୍ରା : ରାଧା ଭୂମିକାରେ ଶ୍ରିୟାଂଶୀ

ବରଗଡ଼ : ଆସନ୍ତା ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ରାଧା ଭୂମିକାରେ ନୂଆ କୁନି କଳାକାର ରହିବେ। ଅମାପାଲିର ଶ୍ରିୟାଂଶୀ ଏଥର ରାଧା ଭୂମିକାରେ ଅଭିନୟ କରିବେ। ସୁଶୀଲ ମହାପାତ୍ର ଓ ନିଳିମା ମହାପାତ୍ରଙ୍କ ଝିଅ ‌ଶ୍ରିୟାଂଶୀ (୧୨) ଏବେ ସେଣ୍ଟ୍ରାଲ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ୁଛନ୍ତି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନୃତ୍ୟଗୀତରେ ତାଙ୍କର ରୁଚି ରହିଛି।

ସମ୍ବନ୍ଧିତ ଖବର