ପଶ୍ଚିମ ଓଡ଼ିଶାରେ ଭୂକମ୍ପ, ଭୟରେ ବାହାରକୁ ପଳାଇଲେ ଲୋକେ

ସମ୍ବଲପୁର/ଦେବଗଡ଼: ପଶ୍ଚିମ ଓଡ଼ିଶାର କିଛି ସ୍ଥାନରେ ବୁଧବାର ସନ୍ଧ୍ୟାରେ ଭୂକମ୍ପ ଅନୁଭୂତ ହୋଇଛି। ସୂଚନା ଅନୁସାରେ ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାର କିଛି ଅଂଚଳରେ ଭୂକମ୍ପ ହୋଇଥିବା ଜଣାପଡ଼ିଛି। ଭୂକମ୍ପ ପ୍ରାୟ କିଛି ସେକେଣ୍ଡ ପାଇଁ ହୋଇଥିବା କିଛି ଲୋକ କହୁଛନ୍ତି। ଲୋକମାନେ ଭୟରେ ଘର ଭିତରୁ ବାହାରି ଆସିଛନ୍ତି।

ସମ୍ବନ୍ଧିତ ଖବର