ସାତକୋଶିଆରେ ହାତୀ ମୃତ

ପାଇକସାହି : ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ା ରେଞ୍ଜ ବେହେରା ସାହି ନିକଟରେ ଆଜି ଏକ ହାତୀର ମୃତ୍ୟୁ ହୋଇଛି। ଖବର ପାଇ ଟିକରପଡ଼ା ରେଞ୍ଜର ଜୟନ୍ତ ପଟ୍ଟନାୟକ ପହଞ୍ଚି ତଦନ୍ତ କରିଥିଲେ। ପରେ ବନ୍ତଳା ପ୍ରାଣୀ ବିଭାଗର ଉପ ନିର୍ଦେଶକ ଡ. ଭରତ ଚନ୍ଦ୍ର ଗଡ଼ନାୟକ ପହଞ୍ଚି ବ୍ୟବଚ୍ଛେଦ କରିଥିଲେ। ମୃତଦେହକୁ ସେଠାରେ ହିଁ ପୋତା ଯାଇଥିଲା।

ସମ୍ବନ୍ଧିତ ଖବର