ବଜ୍ରାଘାତରେ ଚାଷୀ ମୃତ

ନାଚୁଣୀ : ଆଜି ଦିନ ୧୨ଟାରେ ବିଲରେ କାମ କରୁଥିବା ବେଳେ ବ୍ରଜପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ ସ୍ଥାନୀୟ ବଡ଼ପଦର ଗ୍ରାମର ଭୀମ ନାୟକ(୫୫) ବିଲରେ କାମ କରୁଥିବା ବେଳେ ବଜ୍ରପାତ ହେବାରୁ ଭୀମ ଧାନ ବିଲରେ ହିଁ ଟଳିପଡ଼ି ଥିଲେ। ବଜ୍ରପାତ ଶବ୍ଦ ଶୁଣି ଘଟଣାସ୍ଥଳକୁ ଭୀମଙ୍କ ପରିବାର ଲୋକେ ଓ ଗ୍ରାମବାସୀ ଦୌଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରି ବାଣପୁର ତୁରନ୍ତ ସରକାରୀ ମେଡିକାଲକୁ ନେଇଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର