ପୁଣି ଜୀବନ ହାରିଲେ ଚାଷୀ

ବରପାଲି : କାଳବୈଶାଖୀ ଚାଷୀଙ୍କ ପାଇଁ କାଳ ସାଜିଛି। କ୍ଷତିଗ୍ରସ୍ତ ଚାଷୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ପାଇଁ ପଛାଉ ନାହାନ୍ତି। ବରଗଡ଼ ଜିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ଜୁଲଟ ଗ୍ରାମ ଖଲିଆଟିକ୍ରାର ଚାଷୀ ଗୋବର୍ଦ୍ଧନ ବାରିକ(୪୦) ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଗୋବର୍ଦ୍ଧନଙ୍କ ମୃତ୍ୟୁ ମାମଲା ନେଇ ବରପାଲି ତହସିଲଦାର ଆଦିତ୍ୟ ପଣ୍ଡା ଜିଲ୍ଲା ପ୍ରଶାସନକୁ ରିପୋର୍ଟ ଦେଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର