ଭୂଷଣରେ ଅଗ୍ନିକାଣ୍ଡ

0 47

କଣ୍ଟାବଣିଆ : ଓଡ଼ାପଡ଼ା ବ୍ଲକ କଣ୍ଟାବଣିଆ ସ୍ଥିତ ଭୂଷଣ କାରଖାନାର ପାଓ୍ଵାର ପ୍ଲାଣ୍ଟ କନଭେର ବେଲ୍‌ଟରେ ଆଜି ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହୋଇଛି। ଅପରାହ୍‌ଣ ପ୍ରାୟ ସାଢ଼େ ୧ଟାରେ ଘଟଣା ଘଟିଥିଲା। ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନ ଥିବା ବେଳେ ଭୂଷଣ କାରଖାନା ସମେତ ବାହାର ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.