କଟକ ଚୌଧୁରୀ ବଜାର ଠାରେ ଥିବା ସୋଚ ଗାର୍ମେଣ୍ଟରେ ଅଗ୍ନିକାଣ୍ଡ

କଟକ: କଟକ ସହରର ଚୌଧୁରୀ ବଜାର ଗୌରୀଶଙ୍କର ପାର୍କ ସମ୍ମୁଖରେ ଥିବା ସୋଚ ଗାର୍ମେଣ୍ଟରେ ଅଗ୍ନିକାଣ୍ଡ । କେଉଁ ପରିସ୍ଥିତିରେ ଅଗ୍ନିକାଣ୍ଡ ଘଟିଲା ତାହା ଅସ୍ପଷ୍ଟ ଥିବା ବେଳେ ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର