ରେଂଗାଲି : ସମ୍ବଲପୁର ଜିଲ୍ଲା ରେଂଗାଲି ନିକଟ ଶ୍ୟାମ ଡିଆରଆଇ କାରଖାନାର ଏସଏମଏସ ୧ ୟୁନିଟ୍ର କୁଲିଂ ଟାଓ୍ଵାରରେ ରବିବାର ରାତି ୯ଟା ସମୟରେ ନିଅାଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡ ଯୋଗୁଁ କେହି ମୃତାହତ ହୋଇ ନଥିବା ବେଳେ ଉକ୍ତ ୟୁନିଟରେ କାର୍ଯ୍ୟ ବାଧାପ୍ରାପ୍ତ ରହିଛି। ନିଅାଁ ଲିଭାଇବାକୁ ରେଂଗାଲିରୁ ଦମକଳ ବାହିନୀ ପହଞ୍ଚିଥିଲେ। ରାତି ୧୧ଟା ସୁଦ୍ଧା ପ୍ରାୟ ୩ ଘଣ୍ଟା ପରେ ନିଅାଁକୁ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇପାରିନାହିଁ।
ଶ୍ୟାମ ଡିଆରଆଇରେ ଅଗ୍ନିକାଣ୍ଡ
/sambad/media/post_attachments/wp-content/uploads/2017/12/syama-copy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)