ରାଜ୍ୟପାଳ ଏସ୍‌ସି ଜମିର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ରାଜ୍ୟପାଳ ଏସସି ଜମିର ଗୁରୁବାର ଅସୁସ୍ଥ ହୋଇ ପଡ଼ିଛନ୍ତି। ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଅପରାହ୍ନ ୨ଟା ୩୦ରେ ରାଜ୍ୟପାଳ ହଠାତ ଅସୁସ୍ଥତା ଅନୁଭବ କରିଥଲେ। ତାଙ୍କୁ ଏକ ସ୍ୱତନ୍ତ୍ର ଗାଡ଼ିରେ ରାଜଭବନରୁ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲା। ହସ୍ପିଟାଲର ମୁଖ୍ୟ ଚିକିତ୍ସକ କହିଛନ୍ତି, ଜମିର ଛାତି ଯନ୍ତ୍ରଣାରେ ପୀଡ଼ିତ ଅଛନ୍ତି।

ସମ୍ବନ୍ଧିତ ଖବର