ରାଜ୍ୟ ସରକାରୀ କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ବୃଦ୍ଧି କରିଛନ୍ତି। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧ ପ୍ରତିଶତ ବଢ଼ି ୫ ପ୍ରତିଶତ ହୋଇଛି। ସେହିଭଳି ପେନସନଭୋଗୀଙ୍କ ମଧ୍ୟ ଭତ୍ତା ବଢ଼ିଛି। ପେନସନଭୋଗୀଙ୍କ ଭତ୍ତା ୩ପ୍ରତିଶତକୁ ବୃଦ୍ଧି ହୋଇଛି। ଗତ ଜୁଲାଇ ୧ରୁ ପିଛିଲା ଭାବେ ମହଙ୍ଗା ଭତ୍ତା ମିଳିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର