ଚିଲିକାରେ ମାଛଧରାକୁ କେନ୍ଦ୍ର କରି ଗୋଷ୍ଠୀ ସଂର୍ଘଷ

0 175

ପୁରୀ: ଚିଲିକାରେ ମାଛଧରାକୁ କେନ୍ଦ୍ର କରି ଆଜି ଯମୁନାଗଡ଼ ସାହି ଓ ପାଟଣାଗାଁ ମଧ୍ୟରେ ସଂର୍ଘଷ ଘଟିଛି। ଉଭୟ ଗାଁ’ର ଲୋକେ ପରସ୍ପରକୁ ବନ୍ଧୁକ, ବୋମା ଆଦି ହାତହତିଆର ସହାୟତାରେ ଆକ୍ରମଣ କରିବାରୁ ଅନ୍ୟୂନ ୧୫ରୁ ୨୦ ଜଣ ଆହତ ହୋଇଛନ୍ତି।

Panda Mobile only

ଚିକିତ୍ସା ପାଇଁ ଆହତମାନଙ୍କୁ କୃଷ୍ଣପ୍ରସାଦ ମେଡିକାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚିଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.