ଯାଜପୁର: ଛତିଆସ୍ଥିତ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟରେ ବ୍ୟାପକ ଅନିୟମିତତାକୁ ହୋଇ ଆସୁଛି। ଏନେଇ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ହୋଇଥିବା ବେଳେ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ତଦନ୍ତ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଆସିଥିଲା। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ଆଜି ଏହାର ବିରୁଦ୍ଧରେ ଧାରଣା ଦିଆଯାଇଛି।
image source-career360ଏହାର ତଦନ୍ତ ଦାବିରେ କଲେଜ ସମ୍ମୁଖରେ ଆଜି ଛତିଆ ବଟ ମଣିମା ପ୍ରଦ୍ୟୁମ୍ନ ଦାସ କଲେଜ ଫାଟକ ସମ୍ମୁଖରେ ନିରବ ଧାରଣା ଦେଇଛନ୍ତି । ଏହି ଧାରଣାରେ ହଜାରେରୁ ଅଧିକ ଛତିଆ ବଟର ଭକ୍ତ ଓ ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/chhatia.jpg)